ଖେଳ

ଆଜି ପୁଣି ତୃତୀୟ ଥର ପାଇଁ  ଦେଶକୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ: ଆଜି ପୁଣି ତୃତୀୟ ଥର ପାଇଁ  ଦେଶକୁ ସମ୍ବୋଧିତ କରିବେ ମୋଦି । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଆଜି ସକାଳ 9ଟାରେ ଦେଶବାସୀଙ୍କୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ବାର୍ତ୍ତା ଦେବେ । ଗୁରୁବାର ଦିନ ମୋଦି ନିଜ ଟୁଇଟ୍‌ରେ ଏହାର ସୂଚନା ଦେଇଥିଲେ । ଲୋକମାନେ ଯେପରି ଆଗକୁ ବଢି ଲକଡାଉନ୍‌ର ପାଳନ କରିଛନ୍ତି ଏବଂ ବାକି ଥିବା ଦିନ  ମାନଙ୍କରେ ମଧ୍ୟ ଏପରି ଲକ୍‌ଡାଉନ୍‌ ପାଳନ କର ଓ  ଏହା  ଅବହେଳା କରନାହିଁ । ଏହି ସମ୍ପର୍କରେ ମୋଦି ଆଜି ଚର୍ଚ୍ଚା କରିବେ ।

ତେବେ ଲକ୍‌ଡାଉନ୍‌ ଆଗକୁ ବଢାଇବା ର ସମ୍ପର୍କରେ  କିଛି ଘୋଷଣା ଆଜି ମୋଦି  କରିବେ ନାହିଁ । ଲକ୍‌ଡାଉନ୍‌ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସମସ୍ୟା ଭୋଗୁଥିବା ଲୋକମାନଙ୍କ  ଉପରେ ଚର୍ଚ୍ଚା ମଧ୍ୟ କାରିପାରନ୍ତି ଭିଡିଓ କନଫରେନ୍ସରେ ମୋଦି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top