ନ୍ୟୁଜ୍

ଆଜି ହେଉଛି ବିଶ୍ୱକର୍ମା ପୂଜା

 ଭୁବନେଶ୍ବର: ଆଜି ହେଉଛି ବିଶ୍ୱକର୍ମା ପୂଜା ।  ଏହାକୁ ନେଇ ଚଳଚଞ୍ଚଳ ରାଜଧାନୀ । କୋଭିଡ୍‌ 19 ପ୍ରଭାବ ସତ୍ତ୍ୱେ କିଛି ସ୍ଥାନରେ ମୂର୍ତ୍ତି ମଧ୍ୟ ବିକ୍ରୀ ହେଉଛି।  ତେବେ ମହାମାରୀ କରୋନା ଯୋଗୁଁ  ମୂର୍ତ୍ତି ବିକ୍ରି ପାଇଁ ଥିଲେ ମଧ୍ୟ ଯେଉଁଭଳି ଗ୍ରାହକ ଆସିବା କଥା ସେହିଭଳି ଆସୁନାହାନ୍ତି । ଲୋକେ ମୂଲଚାଲ କରୁଛନ୍ତି ନେବା ପାଇଁ କିନ୍ତୁ ନେଉନାହାଁନ୍ତି । ବିଧି ରକ୍ଷା ପାଇଁ ଲୋକ ଛୋଟ ମୂର୍ତ୍ତି କିଣିନେଉଛନ୍ତି । ସେଭଳି ଫଳ, ଫୁଲ କିମ୍ବା ମଣ୍ଡପ ସଜା ସାମଗ୍ରୀ ସେଭଳି ବିକ୍ରି ହେଉନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top