ଦେଶ

ଆସାମରେ ପ୍ରଥମ କୋରୋନା ରୋଗୀ ମୃତ

ନୂଆଦିଲ୍ଲୀ: ଆସାମରେ ପ୍ରଥମ କୋରୋନା ରୋଗୀ ମୃତ । ଆସାମରେ କୋରୋନା ରୋଗୀଙ୍କ ପ୍ରଥମ ମୃତ୍ୟୁ ସାମ୍ନାକୁ ଆସିଛି । ଆସାମର ସିଲଚର ମେଡିକାଲ କଲେଜ୍‌ରେ 65 ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଉକ୍ତ ବ୍ୟକ୍ତି ଜଣଙ୍କ ସାଉଦି ଆରବରୁ  ଫେରିଥିଲେ । ଆସାମରେ ଏହା ହେଉଛି କୋରୋନା ଜନିତ ପ୍ରଥମ ମୃତ୍ୟୁ ।  

ତେବେ ସାରା ଦେଶରେ  ଆତଙ୍କ ସୃଷ୍ଟି କରିଥିବା କୋରୋନା ମହାମାରୀରେ ଏପର୍ଯ୍ୟନ୍ତ 169 ଲୋକଙ୍କ ଜୀବନ ଗଲାଣି । ଗୁରୁବାର ଦିନ  ଦିଲ୍ଲୀରେ 51 ନୂଆ କେସ୍‌ ସାମ୍ନାକୁ ଆସିଛି । ଏହାକୁ ମିସାଇ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା 720ରେ ପହଞ୍ଚିଛି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top