ନ୍ୟୁଜ୍

କରାଚୀ ବିମାନ ବନ୍ଦର ନିକଟରେ ଯାତ୍ରୀ ବିମାନ ଦୁର୍ଘଟଣାଗ୍ରସ୍ତ

ଅର୍ଗସ ବ୍ୟୁରୋ : ପାକିସ୍ତାନରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ହୋଇଛି। ଲାହୌରରୁ କରାଚି ଯାଉଥିବା ପିଆଇଏର ଏକ ବିମାନ କରାଚୀ ବିମାନ ବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। A320 ନାମକ ଏହି ବିମାନରେ ପ୍ରାୟ 91 ଯାତ୍ରୀ ଥିବା ସୂଚନା ମିଳିଛି। ତେବେ ଏଯାଏଁ ମୃତାହତଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top