ଖେଳ

କୋରୋନା ଆତଙ୍କ, ଦେଶରେ ୩୧୦ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କୋରୋନ ଭୂତାଣୁ ଚିନ୍ତା ଏବେ ସାରା ବିଶ୍ୱକୁ ଘାରିଛ । ଏହି ଭୂତାଣୁ ଏବେ ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗିଛି ।  ଦେଶରେ ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 310ରେ ପହଞ୍ଚିଛି ।

ଦେଶର ବଭିନ୍ନ ଭାଗରୁ 50 ନୂଆ ମାମଲା ଶୁକ୍ରବାର ଦିନ ସାମ୍ନାକୁ ଆସିଥିବାବେଳେ ଆଜି ଏହା ଆହୁରି ବୃଦ୍ଧି ସମ୍ପୂର୍ଣ୍ଣ ସଂକ୍ରମିତଙ୍କ ସଂଖ୍ୟା 310ରେ ପହଞ୍ଚିଛି । ତେବେ ସଂକ୍ରମିତ ଲୋକଙ୍କ ସସ୍ପର୍ଶରେ ଆସିଥିବା 6,700ରୁ ଅଧିକ ଲୋକଙ୍କୁ  ମଧ୍ୟ କଡା ନଜରରେ ରଖାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top