ଦେଶ

କୋରୋନା ମହାମାରୀ ଯୁଦ୍ଧକୁ ଜିତିଲେ ବିଟ୍ରେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌

ଅର୍ଗସ ବ୍ୟୁରୋ: କୋରୋନା ଯୁଦ୍ଧକୁ ଜିତିଲେ ବିଟ୍ରେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ । ବୋରିସ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୋରୋନାରେ ଆକ୍ରାନ୍ତ ହେବା ପରେ ବୋରିସଙ୍କୁ ଲଣ୍ଡନର ସେଣ୍ଟ ଥାମସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ବୋରିସ ଏବେ ସମ୍ପର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି । ଏନେଇ ସୋମବାର ଦିନ ବ୍ରିଟେନ୍‌  ପିଏମ  କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।  ସୂଚନାନୁଯାୟୀ, ପିଏମ ବୋରିସଙ୍କ କୋରୋନା ଟେଷ୍ଟ ନେଗେଟିଭ୍‌ ଆସିଥିଲା । ପରେ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚରର୍ଜ ମିଳିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top