ଦେଶ

କୋରୋନା ମୁକାବିଲା: ବିଶ୍ୱକୁ ଭାରତର ଉଦାହରଣ ଦେଲା WHO

ଅର୍ଗସ ବ୍ୟୁରୋ : କୋରୋନା ମୁକାବିଲା ପାଇଁ ଭାରତ ସରକାରଙ୍କ ଦ୍ଵାରା ନିଆଯାଇଥିବା ପଦକ୍ଷେପର ଉଦାହରଣ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଗରିବ ଓ ଅସହାୟଙ୍କ ପାଇଁ ଘୋଷଣା କରାଯାଇଥିବା ପ୍ୟାକେଜ ଏବଂ 80 ନିୟୁତ ମହିଳାଙ୍କୁ ମାଗଣାରେ ଗ୍ୟାସ୍ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣାର ଉଦହାରଣ କୋରୋନା ପ୍ରାଭାବିତ ଦେଶଗୁଡ଼ିକୁ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top