ନ୍ୟୁଜ୍

କୋଣାର୍କ ମନ୍ଦିର ଏବଂ ସହରକୁ ସୂର୍ଯ୍ୟ ନଗରୀରେ ପରିଣତ କରିବାକୁ ମୋଦିଙ୍କ ନିଷ୍ପତ୍ତିକୁ ସ୍ବାଗତ ଜଣାଇଲେ ଲେଖାଶ୍ରୀ

ଅର୍ଗସ ବ୍ୟୁରୋ : ବିଶ୍ଵପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ କୋଣାର୍କ ସହରକୁ ଶତ ପ୍ରତିଶତ ସୌରଶକ୍ତିରେ ଚଳାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ 25 କୋଟି ଅର୍ଥ ଖର୍ଚ୍ଚ ହେବ। ଭାରତ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଟ୍ଵିଟ୍ କରି ସ୍ଵାଗତ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, ଓଡିଶା ପାଇଁ ଗର୍ବର ବିଷୟ। ମୋଦି ସରକାର ୨୫ କୋଟି ଟଙ୍କା ବ୍ୟୟ କରି କୋଣାର୍କକୁ ସୂର୍ଯ୍ୟ ନଗରୀରେ ପରିଣତ କରିବେ। ଓଡ଼ିଆ ଜାତିକୁ ମୋଦି ଜି ଙ୍କର ଶ୍ରେଷ୍ଠ ସମ୍ମାନ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top