ଦେଶ

ଚୀନ୍‌ରୁ ଆସିଲା ଆଉ ଏକ ଭାଇରସ୍‌ ‘ହନ୍ତା’, ଜଣେ ମୃତ

ଅର୍ଗସ ବ୍ୟୁରୋ: ଚୀନ୍‌ରୁ ଆସିଲା ଆଉ ଏକ ଭାଇରସ୍‌  ।  ଚୀନ୍‌ର ଉହାନ ସହରରୁ ସୃଷ୍ଟି ହୋଇଥିବା କୋରୋନା ସହ ସାରା ବିଶ୍ୱ ଲଢୁଥଇବା  ବେଳେ ଏବେ ପୁଣି ଏକ ଭାଇରସ୍‌ ଚୀନ୍‌ରୁ ଆସୁଛି  ଯାହାର ନାମ ହେଉଛି ‘ହନ୍ତା’ । ସରକାରୀ ମିଡିଆ ସଂସ୍ଥାନ ଗ୍ଲୋବାଲ ଟାଇମ୍ସର ସୁଚନାନୁସାରେ  ଚୀନ୍‌ର ୟୁନାନ ପ୍ରାନ୍ତରେ ନୂଆ ଭାଇରସ୍‌ ହନ୍ତା ସୃଷ୍ଟି ହୋଇଛି । ଏହା ସେଠାରୁ ବ୍ୟାପିବା ମଧ୍ୟ ଆରମ୍ଭ କରିଛି ।

 ଏହି ହନ୍ତା ଭାଇରସ୍‌ ରେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଲେଣି ।  ୟୁଏସ୍‌ ସେଣ୍ଟର ଫର ଡିଜିଜ୍‌ ଆଣ୍ଡ କଣ୍ଟ୍ରୋଲ ଦ୍ୱାରା ଏହି ହନ୍ତା ଭାଇରସ୍‌ର ଫଟୋ  ଜାରି କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top