ଦେଶ

ଡିଜିସିଏ ପୁଣି ଥରେ କହିଲେ, ଅନ୍ତରାଷ୍ଟ୍ରୀୟ କମର୍ଶିଆଲ ବିମାନ ସେବା ୧୪ ଏପ୍ରିଲ୍‌ ସନ୍ଧ୍ୟା ୬.୩୦ ଯାଏଁ ବନ୍ଦ

ନୂଆଦିଲ୍ଲୀ:  ଡିଜିସିଏ ପୁଣି ଥରେ କହିଛନ୍ତି ଅନ୍ତରାଷ୍ଟ୍ରୀୟ କମର୍ଶିଆଲ ବିମାନ ସେବା 14 ଅପ୍ରେଲ ସନ୍ଧ୍ୟା 6.30 ଯାଏଁ ବନ୍ଦ ରହିବ ।  କିନ୍ତୁ ଅନ୍ତରାଷ୍ଟ୍ରୀୟ କାର୍ଗୋ ବିମାନ ଉପରେ ଏପରି କୌଣସି ନିୟମ ଲାଗୁ କରାଯାଇନାହିଁ । ତେବେ କୋରୋନା ଭାଇରସ୍‌ର ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ଡିଜିସିଏର ଉପ ମହାନିର୍ଦ୍ଦେଶକ ସୁନିଲ କୁମାର ଏହି ସମ୍ପର୍କରେ ଏକ ଚିଠି ଜାରି କରି କହିଛନ୍ତି 19 ମାର୍ଚ୍ଚକୁ ଜାରି କରାଯାଇଥିବା ସର୍କୁଲାର ଅନୁସାରେ ଅନ୍ତରାଷ୍ଟ୍ରୀୟ କମର୍ଶିଆଲ ବିମାନ ସେବା 14 ଏପ୍ରିଲ 2020 ଶନ୍ଧ୍ୟା 6 ଟା30 ପର୍ଯ୍ୟନ୍ତ ବନ୍ଦ  ରହିବ କିନ୍ତୁ  ଅନ୍ତରାଷ୍ଟ୍ରୀୟ  କାର୍ଗୋ ବିମାନ ସେବା ଜାରି  ରହିବ  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top