ଦେଶ

ଦେଶରେ କୋରେନା ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି, ୬୦୫ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କୋରେନା ମୃତ୍ୟୁ ସଂଖ୍ୟା 12କୁ ବୃଦ୍ଧି ପାଇଲା  । ମଧ୍ୟପ୍ରଦେଶରେ ପ୍ରଥମ କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଇନ୍ଦୌରର 60 ବର୍ଷର ଜଣେ ବ୍ୟକ୍ତିଙ୍କ କୋରୋନା ଯୋଗୁଁ ମୃତ୍ୟୁ ଘଟିଛି ।  ଏହାକୁ ମିସାଇ ଏବେ ଦେଶରେ 12ରେ ପହଞ୍ଚିଲା କୋରାନା ମୃତ୍ୟୁ ସଂଖ୍ୟା  ।

ସେହିପରି ଦିଲ୍ଲୀରେ ପୁଣି 5 ନୂଆ କେସ୍‌  ସାମ୍ନାକୁ ଆସିଛି  । ଏହା ସୂଚନା ଦେଇଛନ୍ତି ଅରବିନ୍ଦ କେଜରିଓ୍ୱାଲ  । ଏହାକୁ ମିସାଇ  ଏବେ ଦେଶରେ 605ରେ ପହଞ୍ଚିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top