ଧର୍ମ

ବଡ଼ଦାଣ୍ଡରେ ଗଡ଼ିଲା ବଡ଼ ଠାକୁରଙ୍କ ରଥ

ଅର୍ଗସ ବ୍ୟୁରୋ : ବଡ଼ଦାଣ୍ଡରେ ଆରମ୍ଭ ହେଲା ରଥଟଣା। ନବଦିନାତ୍ମକ ଯାତ୍ରାରେ ରତ୍ନବେଦୀରୁ ଗୁଣ୍ଡିଚା ଘରକୁ ଯାତ୍ରା ଆରମ୍ଭ କଲେ ତିନି ଠାକୁର। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଟଣା ହୋଇଛି। ସେବାୟତମାନେ ଟାଣି ନେଉଛନ୍ତି ବଳଭଦ୍ରଙ୍କ ରଥ। ଏହାପରେ ଦେବୀ ସୁଭଦ୍ରା ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାହେବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top