ଅପରାଧ

ମା-ପୁଅଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା କଳିଗାଁରେ ଅଭାବନୀୟ ଘଟଣା । ମା ଓ ପୁଅଙ୍କୁ ନିଆଁ ରେ ପୋଡ଼ି ହତ୍ୟା କଲେ ଦୁର୍ବୃତ୍ତ । ଗାଁର ଜଂଜାଳି ଜେନା ଓ ପୁଅ ବନମାଳି ଜେନାଙ୍କୁ ଘରେ ଶୋଇଥିବା ଅବସ୍ଥାରେ ପେଟ୍ରୋଲ ଢ଼ାଳି ଦୁର୍ବୃତ୍ତ ମାନେ ହତ୍ୟା କରିଥିବା ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ନିକଟରେ ଏକ ଚୋରୀ ଘଟଣାକୁ ନେଇ ଏପରି ଘଟିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କିରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top