ଅପରାଧ

ଯୁବତୀଙ୍କୁ ବୀଭତ୍ସ ଭାବେ ହତ୍ୟା

ଗଞ୍ଜାମ: ଯୁବତୀଙ୍କୁ ବୀଭତ୍ସ ଭାବେ ହତ୍ୟା  । ଗଞ୍ଜାମ ଜିଲ୍ଲା  ବ୍ରହ୍ମପୁର ଅନ୍ତର୍ଗତ ମହୁଡ଼ା ଫର୍ମାସୀ କଲେଜ ନିକଟରେ ଜଣେ ଯୁବତୀଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଯୁବତୀଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି ।

କେହି ଦୁର୍ବୃତ୍ତ ଯୁବତୀଙ୍କୁ ହତ୍ୟା କରିବା ପରେ ପୋଡ଼ି ଦେଇଥିବା ଅନୁମାନ କରାଯାଉଛି । ମୃତ ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚି ଗୋଳନ୍ଥରା ଥାନା ପୋଲିସ  ତଦନ୍ତ ଆରମ୍ଭ କରିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top