ଦେଶ

ଲଦାଖ ପରିଦର୍ଶନ କଲେ ସେନା ମୁଖ୍ୟ ନରୱାଣେ

ଅର୍ଗସ ବ୍ୟୁରୋ : ଲଦାଖର ତିନୋଟି ଅଞ୍ଚଳରେ ଚୀନ ସେନା ଅନୁପ୍ରବେଶ କରିବାକୁ ଚେଷ୍ଟା କରିବା ପରେ ସେନା ମୁଖ୍ୟ ଏମଏମ ନରୱାଣେ ଲେହ ଗସ୍ତ କରିଛନ୍ତି। ଏହି ସମୟରେ ଜେନେରାଲ୍ ନରୱାଣେ ଭାରତୀୟ ସେନାର ଫର୍‌ୱାର୍ଡ ପୋଶ୍ଚର୍, ନର୍ଦନ୍ କମାଣ୍ଡ୍ ଚିମ୍ ଲେଫ୍‌ଟ୍‌ନାଣ୍ଟ୍ ଜେନେରାଲ୍ ୱାଇ କେ ଯୋଶୀ ଏବଂ ଲେହ୍ ଠାରେ ଅବସ୍ଥିତ ୧୪ କର୍ପସ୍ କମାଣ୍ଡର୍ ଲେଫ୍ଟନାଣ୍ଟ୍ ଜେନେରାଲ୍ ହରିନ୍ଦର ସିଂହ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ କ୍ଷେତ୍ର ପରିସ୍ଥିତି ସମୀକ୍ଷା କରିଛନ୍ତି । ତେବେ ସେନା ପ୍ରମୁଖଙ୍କ ଲଦାଖ ଗସ୍ତ ପୂର୍ବରୁ ଦୁଇ ଦେଶର ସୈନ୍ୟ ଅଧିକାରୀଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top