ଖେଳ

ଲିଜେଣ୍ଟ ଅଫ ଚେସ ଟୁର୍ନାମେଣ୍ଟ : ଲଗାତାର 10 ଟି ମ୍ୟାଚ ଜିତିଲେ କାର୍ଲେସେନ

ଅର୍ଗସ ବ୍ୟୁରୋ: ଚେସର ବିଶ୍ୱ ଚାମ୍ପିଅନ ମାଗ୍ନୁସ୍ କାର୍ଲସେନ୍ ଲିଜେଣ୍ଟ ଅଫ ଚେସ ଟୁର୍ଣ୍ଣାମେଣ୍ଟରେ ଲଗାତାର 10ଟି ମ୍ୟାଚରେ ବିଜୟ ହାସଲ କରିଛନ୍ତି । କାଲି ଖେଳାଯାଇଥିବା ଏକ ମ୍ୟାଚରେ ଆଠ ଥର ରୁଷିଆ ଚାମ୍ପିଅନ ପିଟର ସିଡ଼ଲର ଙ୍କୁ 2.5-0.5 ପଏଣ୍ଟରେ ହରାଇଥିଲେ ମାଗ୍ନୁସ୍ କାର୍ଲସେନ୍ । ତେବେ ଆସନ୍ତାକାଲି ଫାଇନାଲରେ ଇଆନ୍ ନେପୋମନାଚଚି କିମ୍ବା ଅନିଶ ଗିରିଙ୍କ ସହ ମୁହାଁମୁହିଁ ହେବେ କାର୍ଲେସେନ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ବିଶ୍ୱନାଥ ଆନନ୍ଦ ମଧ୍ୟ ଖେଳିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top