ନ୍ୟୁଜ୍

ଯାତ୍ରୀବାହୀ ବସରୁ ମାଡ଼ମାରି ଲୁଟି ନେଲେ ଟଙ୍କା

bus

ବାଲେଶ୍ୱର: ଯାତ୍ରୀବାହୀ ବସରୁ ମାଡ଼ମାରି ଲୁଟ । ସେରଗଡ଼-କପ୍ତିପଦା ୧୯ ନମ୍ୱର ରାଜ୍ୟ ରାଜପଥର ନୀଳଗିରି ଥାନା ସଜନାଗଡ ନିକଟ ଜାମୁଡ଼ିହିସାହି ଛକ ଘରୋଇ ବିଜୟା ବସକୁ  ଚାରିଜଣ ଦୁର୍ବୃତ୍ତ ଅଟକାଇଥିଲେ । ବଶ୍‌ ଟି ଯାତ୍ରୀ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ।

ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ମାଡମାରି ୧୦ ହଜାରରୁ ଉର୍ଦ୍ଧ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ନୀଳଗିରି ଥାନାର ପୋଲିସ ପହଞ୍ଚି ଛାନଭିନ କରୁଛି  ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top