ନ୍ୟୁଜ୍

ଆଜି ଭୁବନେଶ୍ୱରରୁ ୧୬୩ କରୋନା ପଜିଟିଭ୍ ଚିହ୍ନଟ, ୪୬ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୧୬୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୦୩ କ୍ୱାରେଣ୍ଟାଇନ୍ ମାମଲା ହୋଇଥିବା ବେଳେ ୫୯ଟି ସ୍ଥାନୀୟ ସଂକ୍ରମଣ ବୋଲି ଭୁବନେଶ୍ୱର ମହାନଗର ନିଗମ ସୂଚନା ଦେଇଛି । ଏହାସହ ଆଜି ୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ୱରରେ ଆଜି ୧୬୩ ନୂଆ ଆକ୍ରାନ୍ତଙ୍କ ସହ ୧୯୯୧ରେ ପହଞ୍ଚିଛି ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୧୦୬୯ ଆକ୍ଟିଭ୍ ମାମଲା ଥିବା ବେଳେ ୯୦୯ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ୧୧ ଜଣଙ୍କ ଜୀବନ ନେଇଛି କରୋନା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top