ନ୍ୟୁଜ୍

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା, ୨ ମୃତ ଜଣେ ଗୁରୁତର

accident

ବୌଦ୍ଧ:  ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରେ ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା । ଯାହାଫଳରେ ଘଟଣା ସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ମୃତକମାନେ ହେଲେ ସ୍କୁଟି ଅରୋହି ପ୍ରଶାନ୍ତ ନାୟକ ଏବଂ ବାଇକ ଆରୋହି ସାନୁଜ ନାୟକ । ଅନ୍ୟପଟେ ଗୁରୁତର ଜଣକ ହେଲେ ଅଜିତ ଭୋକ୍ତା ।

ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚିଥିଲେ  ଗୁରୁତରଙ୍କୁ ପ୍ରଥମେ ହରଭଙ୍ଗା ଡକ୍ଟରଖାନରେ ଭର୍ତ୍ତି କରିଥିଲେ।  ପରେ ଅବସ୍ଥା ସଙ୍କଟାପନ୍ନ ଥିବାକୁ ତାଙ୍କୁ ବୌଦ୍ଧ ମୁଖ୍ୟ ଡକ୍ଟରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ହରଭଙ୍ଗା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top