ନ୍ୟୁଜ୍

ୟୁପିଏସସି ପରୀକ୍ଷାରେ ୩୧ତମ ରାଙ୍କରେ ୨୨ବର୍ଷୀୟ ସିମି କରଣ

upsc

ବାଲେଶ୍ୱର:  IAS ନାତୁଣୀଙ୍କୁ ଭିଡିଓ କଲ ମାଧ୍ୟମରେ ଶୁଭେଛା ଜଣାଇଲେ ଜେଜେ ମା । ଆମେ କହୁଛୁ ୟୂପିଏସସି ପରୀକ୍ଷାରେ ସଫଳତା ପାଇଥିବା ୨୨ବର୍ଷୀୟ ବାଲେଶ୍ବର ଝିଅ ସିମି କରଣଙ୍କ କଥା । ସର୍ବଭାରତୀୟ ୟୁପିଏସସି ପରୀକ୍ଷାରେ ୩୧ ତମ ରାଙ୍କ ପାଇ ସିମି ସର୍ବକନିଷ୍ଠ ସିଭିଲ ସର୍ଭିସ କୃତୀତ୍ୱ ଭାବେ ଏକ ବିରଳ ରେକର୍ଡ଼ ସ୍ଥାପନ କରିଛନ୍ତି ।

ତେବେ ସିମିଙ୍କ ଘର ହେଉଛି ବାଲେଶ୍ୱରର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଗାଁରେ । ଯେଉଁଠି ରହୁଛନ୍ତି ସିମି ଙ୍କ ଜେଜେ ମାଆ ,ବଡ଼ ବାପା, ବଡ ମାମା ଭାଇ । ତେବେ ସିମିଙ୍କ କୃତିତ୍ୱ ଙ୍କୁ ନେଇ ସନ୍ତୋଷପୁର ଗର୍ବିତ ଥିବା ବେଳେ ଲକ ଡାଉନ ପାଇଁ ସିମି ଗାଁ କୁ ଆସି ଆସି ପାରି ନାହାନ୍ତି । ତେବେ ଜେଜେ ମାଆ ତାଙ୍କୁ ଭିଡ଼ିଓ କଲ ମାଧ୍ୟମରେ  ଶୁଭେଚ୍ଛା ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top