ନ୍ୟୁଜ୍

ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦୋନ୍ନତି ଅଦାଲତ

Promotion

ଭୁବନେଶ୍ୱର: ଆଜି ପ୍ରୋମସନ୍ ଅଦାଲତର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଦୁଇ ହଜାରରୁ ଉର୍ଦ୍ଧ୍ୱ ଅଭିଯୋଗ ଶୁଣାଣି କରାଯିବାକୁ ଲକ୍ଷ ରଖାଯାଇଛି । ୧୦୦ ଜଣ ଅଭିଯୋଗକାରୀ ବ୍ୟକ୍ତିଗତ ଭାବରେ ଏହି ଶିବିରରେ ଉପସ୍ଥିତ ଥିଲେ । ସେମାନଙ୍କ ମାମଲା ସହିତ ଅନ୍ୟ ୧୦୦ଟି ମାମଲା ମଧ୍ୟ ଶୁଣାଣି ହୋଇଥିଲା । ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ପାଇଁ CCR ଆବଶ୍ୟକ ନଥିବାରୁ, କେବଳ ତାଙ୍କ ଉପରିସ୍ତ ଅଧିକାରୀଙ୍କ ସୁପାରିଶରେ ତାଙ୍କୁ ପଦନ୍ନୋତି ଦିଆଯିବାକୁ ଧାର୍ଯ୍ୟ ହୋଇଛି । ଆଜି ରାଜସ୍ୱ ଓ ବିପର୍ଯ୍ୟୟ ସହିତ ଯୋଯନା ଓ ସଂଯୋଯନା ବିଭାଗର ଶୁଣାଣୀ ହୋଇଛି । ଶନିବାର ଦିନ ଜଙ୍ଗଲ ଓ ପରିବେଶ, ଇସ୍ପାତ ଓ ଖଣି ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ପଦନ୍ନୋତି ସମ୍ବନ୍ଧୀୟ ମାମଲାର ଶୁଣାଣି ହେବାକୁ ଧାର୍ଯ୍ୟ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top