ନ୍ୟୁଜ୍

ଅଣ୍ଡରଗ୍ରାଉଣ୍ଡ ଗାତରେ ପଡି ଚାଲିଗଲା ୩ ଭାଇଙ୍କ ଜୀବନ

dead

ଗଜପତି:  ଗଜପତି ମୋହନାରେ ଅଭାବନୀୟ ଘଟଣା । ଅଣ୍ଡରଗ୍ରାଉଣ୍ଡ ଗାତରେ ପଡି ଚାଲିଗଲା ୩ ଭାଇଙ୍କ ଜୀବନ । ଅଡବା ଥାନା ଅନ୍ତର୍ଗତ ବିରିକୋଟ ଗାଁରେ ଘଟିଛି ଏହି ଘଟିଛି । ପ୍ରଥମେ ଘରେ ଥିବା ୬ ଫୁଟିଆ ଅଣ୍ଡଗ୍ରାଉଣ୍ଡ ଗାତରେ ପଡିଯାଇଥିଲେ ମଝିଆ ଭାଇ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ୨ ଭାଇ ଗାତରେ ପସିଥିଲେ । କିନ୍ତୁ ଆଉ ବାହାରି ପାରିନଥିଲେ ।

ପରେ ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତିନି ଭାଇଙ୍କର ବୟସ ୨୪,୨୭ ଓ ୩୦ ବର୍ଷ ବୋଲି ଜଣାପଡିଛି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top