ନ୍ୟୁଜ୍

ଦୁଇ ବାଇକ ମୁହାଁମୁହିଁ ଧକ୍କା, ୩ ମୃତ

Accident

କଳାହାଣ୍ଡି: ଦୁଇ ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି  କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ତୁଜୁଙ୍ଗ ରାସ୍ତା ଫପ୍ସି ଛକଠାରେ  ।

ସୂଚନାନୁସାରେ,  ଗତ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ୨ ବାଇକ ମୁହାଁ ମୁହିଁ ଧକ୍କା ହୋଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ମ.ରାମପୁର କଲେଜ ପଡାର ସନ୍ତୋଷ ଡାକୁଆ, ରାଣୀପଟାର ପ୍ରସନ୍ନ ମାଝୀ ଓ ସାଲେପଡାର ଆକାଶ ମାଝି । ଆଉ ଜଣେ ଗୁରୁତର ଭବାନୀପାଟଣା ଜିଲ୍ଳା ମୁଖ୍ୟ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top