ନ୍ୟୁଜ୍

ହାତୀ ଆକ୍ରମଣରେ ତିନି ଆହତ

ସମ୍ବଲପୁର: ହାତୀ ଆତଙ୍କରେ ଆତଙ୍କୀତ ଲୋକେ । ଏକ ଦନ୍ତା ହାତୀ ଆକ୍ରମଣରେ ତିନି ଆହତ ହୋଇଛନ୍ତି । ସମ୍ବଲପୁରର ରେଢାଖୋଲ ଉପଖଣ୍ଡ ଅନ୍ତର୍ଗତ କାଉଁସିପାଣି ଗ୍ରାମର ଲକ୍ଷପତି ବଗର୍ତୀଙ୍କ ଘରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଦନ୍ତାହାତୀ ଆକ୍ରମଣ କରିଥିଲା।

ଫଳରେ ଏହି ଆକ୍ରମଣରେ ତାଙ୍କ ସ୍ତ୍ରୀ ସବିତା, ପୁଅ ପ୍ରଶାନ୍ତ ଏବଂ ଲକ୍ଷପତି ଆହତ ହୋଇଛନ୍ତି। ରେଢାଖୋଲ ଡାକ୍ତରଖାନାରେ ଆହତମାନେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top