ନ୍ୟୁଜ୍

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୧୪ କରୋନା ଆକ୍ରାନ୍ତ

ଅର୍ଗସ ବ୍ୟୁରୋ : ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୧୪ କରୋନା ଆକ୍ରାନ୍ତ। ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୧,୨୫,୭୩୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନାନୁଯାୟୀ, ଆଜିରେ ରାଜ୍ୟରେ ସର୍ବାଧିକ ଖୋର୍ଦ୍ଧାରୁ ୭୪୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିଭଳି ବରଗଡରୁ ୩୯୭, କଟକ ୩୭୫, ଯାଜପୁର ୨୪୨, ପୁରୀ ୨୦୧, ମୟୁରଭଞ୍ଜ ୧୫୨, ଝାରସୁଗୁଡା ୧୧୭, ବାଲେଶ୍ଵର ୧୧୫, କୋରାପୁଟ ୧୧୫, କନ୍ଧମାଳ ୧୦୦, ଜଗତସିଂହପୁର ୯୩, ଗଂଜାମ ୯୨, କେନ୍ଦ୍ରାପଡା ୮୮, ସୋନପୁର ୮୪, ସୁନ୍ଦରଗଡ଼ ୮୪, ବଲାଙ୍ଗୀର ୭୫, ଅନୁଗୁଳ ୭୨, ସମ୍ବଲପୁର ୭୧, ନୟାଗଡ଼ ୭୦, କେନ୍ଦୁଝର ୬୦, ନବରଙ୍ଗପୁର ୫୯, ନୂଆପଡା ୫୩, କଳାହାଣ୍ଡି ୪୮, ଦେବଗଡ଼ ୨୩, ଗଜପତି ୩୮, ଭଦ୍ରକ ୩୪, ଢେଙ୍କାନାଳ ୩୪, ମାଲକାନଗିରି ୨୨, ବୌଧ ୧୯ ଓ ରାୟଗଡ଼ାରୁ ୧୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ଟ୍ବିଟ କରି ସୂଚନା ଦେଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top