ନ୍ୟୁଜ୍

ରାଜ୍ୟରେ ସୁସ୍ଥ ହେଲେ ୪୩ କରୋନା ଆକ୍ରାନ୍ତ

corona

ଭୁବନେଶ୍ୱର:  ରାଜ୍ୟରେ 43 କରୋନା ଆକ୍ରାନ୍ତ ସୁସ୍ଥ ହେଲେ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି । ସମସ୍ତ ସୁସ୍ଥଙ୍କ ମଧ୍ୟରୁ 15 ଜଣ ଅନୁଗୁଳରୁ,  ଗଞ୍ଜାମ, ରାଉରକେଲା ଏବଂ ଯାଜପୁରରୁ 8 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହାସହ ପୁରୀ, କେନ୍ଦ୍ରାପଡା, କଟକ ଏବଂ ବୌଦ୍ଧରୁ 1 ଲେଖାଏଁ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 436ରେ ପହଞ୍ଚିଛି ।

corona

ଆଜି ମଧ୍ୟ ରାଜ୍ୟରେ ପୁଣି ୮୬ଜଣ କେରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top