X
Breaking News
ମନୋରଞ୍ଜନ

ଜାତୀୟ ଫିଲ୍ମ ଫେୟାର୍‌ ପୁରସ୍କାର: ଆୟୁଷ୍ମାନ-ଭିକି ବେଷ୍ଟ ଆକ୍ଟର

vickey1
Courtesy: dbpost.com

ନୂଆଦିଲ୍ଲୀ: 66 ତମ ରାଷ୍ଟ୍ରୀୟ ଫିଲ୍ମ ଫେୟାର ଆୱାର୍ଡ ଘୋଷଣା ହୋଇଛି । ଏଥିରେ ଅନ୍ଧାଧୁନ, ପଦ୍ମାବତ୍‌, ବଧାଇ ହୋ, ଉରୀ-ଦି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ବହୁ ଚର୍ଚ୍ଚାରେ ରହିଛି । ସେପଟେ ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲି ଷ୍ଟେଟ୍‌ ଭାବେ ଉତ୍ତରାଖଣ୍ଡକୁ ଆୱାର୍ଡ ମିଳିଛି ।

ବେଷ୍ଟ ପପୁଲାର ଫିଲ୍ମ- ବଧାଇ ହୋ

ବେଷ୍ଟ ଫିଚର୍‌ ଫିଲ୍ମ- ହେଲାରୋ(ଗୁଜୁରାଟୀ)

ବେଷ୍ଟ ଅଭିନେତ୍ରୀ- କିର୍ତ୍ତୀ ସୁରେଷ (ମହାନତୀ, ତେଲୁଗୁ)

ବେଷ୍ଟ ଆକ୍ଟର- ଆୟୁଷ୍ମାନ ଖୁରାନା ( ଅନ୍ଧାଧୁନ୍‌) ଏବଂ ଭିକି କୌଶଲ (ଉରୀ)

ବେଷ୍ଟ ଡାଇରେକ୍ଟର- ଆଦିତ୍ୟ ଧର (ଉରୀ)

ବେଷ୍ଟ ଡେବ୍ୟୁ ଡାଇରେକ୍ଟର- ସୁଧାକର ରେଡ୍ଡୀ

ବେଷ୍ଟ ସପୋର୍ଟିଂ ଅଭିନେତ୍ରୀ- ସୁରେଖା ସିକରୀ (ବଧାଇ ହୋ)

ବେଷ୍ଟ ମେଲ୍‌ ପ୍ଲେ ବ୍ୟାକ୍‌ ସିଙ୍ଗର- ଅରଜିତ୍‌ ସିଂହ (ପଦ୍ମାବତ୍‌)

ବେଷ୍ଟ ଫିମେଲ୍‌ ପ୍ଲେ ବ୍ୟାକ୍‌ ସିଙ୍ଗର- ବିନ୍ଦୁ ମାଳିନୀ(କନ୍ନଡ)

ବେଷ୍ଟ ମ୍ୟୁଜିକ୍‌ ଡାଇରେକ୍ଟର- ସଞ୍ଜୟ ଲୀଳା ଭଂଶାଳି (ପଦ୍ମାବତ୍‌)

ବେଷ୍ଟ ହିନ୍ଦୀ ଫିଚର୍‌ ଫିଲ୍ମ- ଅନ୍ଧାଧୁନ୍‌

Click to comment

Leave a Reply

Your email address will not be published. Required fields are marked *

Most Popular

To Top