ଅପରାଧ

କାଲିମେଳା ଅଞ୍ଚଳରୁ ୭ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ

କୋରାପୁଟ: ମାଲକାନଗିର ଜିଲ୍ଲା କାଲିମେଳା ଅଞ୍ଚଳରୁ ୭୭୦ କେଜି ଗଞ୍ଜେଇ ଜବତ ହୋଇଛି । ଏହାସହ ଗୋଟିଏ ଟ୍ରକକୁ ଜବତ କରିବା ସହ ସୂରଜ ଶର୍ମା  ନାମକ ଜଣେ ଯୁବକକୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ଜଣକ ମଧ୍ୟପ୍ରଦେଶର ଇନ୍ଦୋର ଅଞ୍ଚଳର ହୋଇଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top