X
Breaking News
ଦେଶ

ସପ୍ତମ ବେତନ ଆୟୋଗ: ବଢିବ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ

7th pay

ଭୁବନେଶ୍ୱର:  କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ବଢିବ ମହଙ୍ଗା ଭତ୍ତା ୫ ପ୍ରତିଶତ । ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ।  ଜୁଲାଇ ମାସ ଶେଷ ସୁଦ୍ଧା ସବୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି ହେବାକୁ ଯାଉଛି । ମହଙ୍ଗା ମାଡରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଆଶ୍ୱସ୍ତି ଦେବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଗତ ୩ ବର୍ଷରେ ଏହା ସବୁଠାରୁ ବଡଧରଣର ଭତ୍ତା ବୋଲି ଅନୁମାନ କରାଯାଉଛି । ବହୁ ବର୍ଷ ଧରି କମ୍ ବେତନ ପାଇବାକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଥିଲା । ଏବେ ସପ୍ତମ ବେତନ ଆୟୋଗଙ୍କ ପକ୍ଷରୁ ଏଭଳି ଖବର ଆସିବା ପରଠାରୁ କର୍ମଚାରୀଙ୍କ ମଧ୍ୟରେ ଆଶ୍ୱସ୍ତି ଦେଖାଦେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top