ନ୍ୟୁଜ୍

ପୁଣି ରାଜ୍ୟରେ ଆହୁରି ୮୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର:  ରାଜ୍ୟରେ ବଢ଼ି ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି ରାଜ୍ୟରେ ଆହୁରି 80 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1269  । ଏହାସହ ରାଜ୍ୟରେ ସକ୍ରିୟ ସଂଖ୍ୟା 826 ହୋଇଥିବାବେଳେ 436 ସୁସ୍ଥ ହୋଇଥିବା ସୂଚନା ମିଳିଛି । ଏହାସହ ରାଜ୍ୟରେ 7 ଜଣଙ୍କର ମୃତ୍ୟୁ ଘଟିଛି ।

ତେବେ ରାଜ୍ୟରେ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା ।

corona

corona

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top