ନ୍ୟୁଜ୍

ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ: ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର । ପାଟପୁର ଥାନା ଅନ୍ତର୍ଗତ ପଳାଶପୁର ଛକ ଠାରେ ନିଜ ଘର ପାର୍ଶ୍ଵରେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର ।

ପଳାସପୁର ଛକର ଅମୂଲ୍ୟ ସାହୁଙ୍କ ପତ୍ନୀ ନମିତା ସାହୁ ୯ ଦିନ ଧରି ନିଖୋଜ ଥିଲେ। ଆଜି ସକାଳେ ପରିବାର ଲୋକେ ନମିତାଙ୍କ ଶବ ଘର ପାର୍ଶ୍ଵରେ ଥିବା ପଡ଼ିଆରେ ପଡ଼ିଥିବା ନେଇ ପାଟପୁର ଥାନାକୁ ଜଣାଇବା ପରେ ପୋଲିସ ପହଞ୍ଚି ତଦନ୍ତ କରୁଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top