ନ୍ୟୁଜ୍

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ପୋଲିସର ତଦନ୍ତ ଆରମ୍ଭ

died

ବଲାଙ୍ଗୀର: ବଲାଙ୍ଗୀର ସ୍ଥିତ ଶାନ୍ତିପଡାରେ ଅଭାବନୀୟ ଘଟଣା । ଘର ଭିତରେ ରସି ଲଗେଇ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣଙ୍କ ହେଉଛନ୍ତି ଝରଣା ଦାସ । ପାରିବାରିକ କହଳରୁ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।

ଝରଣାଙ୍କ ନିଜ ବାପାଘର ମଧ୍ୟ ସେହି ପଡ଼ାରେ ଅବସ୍ଥିତ। ସେ ଜଣେ ବିବାହିତ ମହିଳା ହୋଇଥିବା ବେଳେ ତାଙ୍କ ଗୋଟିଏ ୬ବର୍ଷର ଶିଶୁପୁତ୍ର ଅଛି। ତେବେ ଘଟଣା ସମ୍ପର୍କରେ ଖବର ପାଇ ଟାଉନ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଶବଟିକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top