X
Breaking News
ନ୍ୟୁଜ୍

+୨ ପୁନଃ ମୂଲ୍ୟାୟନରେ ବିଳମ୍ବ ନେଇ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ଭେଟିଲା: ଏବିଭିପି

ABVP Meet Higher secondary

ଭୁବନେଶ୍ୱର: ଅଖିଳ ଭାରତୀୟ ବିଦାର୍ଥୀ ପରିଷଦ ଉଚ୍ଚମାଧମିକ ଶିକ୍ଷା ପରିଷଦର ଚେୟାରମାନଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । କାରଣ 20 ହଜାର ଛାତ୍ରଛାତ୍ରୀ ସେମାନଙ୍କର ଖାତା ରିଚେଙ୍କିଙ୍ଗ ପାଇଁ ପକାଇଥିଲେ । କିନ୍ତୁ +3 ଆଡମିଶନ ପାଇଁ ଶେଷ ତାରିଖ 31 ରହିଥିବା ବେଳେ ଏ ପର୍ଯ୍ଯନ୍ତ ରିଚେଙ୍କିଙ୍ଗ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳ ବାହାରି ପାରିନାହିଁ । ଏନେଇ ଛାତ୍ରଛାତ୍ରୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ଅଖିଳ ଭାରତୀୟ ବିଦାର୍ଥୀ ପରିଷଦ ଛାତ୍ର ସଂଗଠନ ପକ୍ଷରୁ ଆଜି ଉଚ୍ଚମାଧମିକ ଶିକ୍ଷା ପରିଷଦର ଚେୟାରମାନଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଅପରପକ୍ଷରେ ଆଜି ରେଚିଙ୍କଙ୍ଗ ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କର ରେଜଲ୍ଟ ଆଜି ବାହାରିବା ନେଇ ସୂଚନା ଦେଇଛନ୍ତି ଉଚ୍ଚମାଧମିକ ଶିକ୍ଷା ପରିଷଦର ଚେୟାରମାନ୍ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top