ଦେଶ

ଚୀନ ସାମଗ୍ରୀ ବର୍ଜନ କରିବାକୁ ଅପିଲ କଲେ କଙ୍ଗନା

ନୂଆଦିଲ୍ଲୀ : ଭାରତ ଚୀନ ସୀମା ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏକ ଭିଡିଓ ମାଧ୍ୟମରେ ଅନ୍ୟ ସାଧାରଣ ଲୋକଙ୍କ ଭଳି ଚୀନ ସାମଗ୍ରୀ ବର୍ଜନ କରିବାକୁ କହିଲେ କଙ୍ଗନା। ସେ କହିଛନ୍ତି ଯେ, ଚୀନ ଉତ୍ପାଦ ସାମଗ୍ରୀ  ଏବଂ ଚୀନ୍ ସହିତ କାରବାରକୁ ବନ୍ଦ କରି  ଆମ ଦେଶରେ ଉତ୍ପାଦକୁ  ସହଯୋଗ କରିବା ଉଚିତ୍ ବୋଲି  ସେ କହିଛନ୍ତି। ଆମର ଭାରତୀୟ ସେନା ଏବଂ ସରକାରଙ୍କ ସହ ଏକତା ମଧ୍ୟରେ ଠିଆ ହେବାର ସମୟ ଆସିଛି। ଚୀନ ଉପରେ ଆମେ ବିଶ୍ୱାସ କରୁଥିବା ବେଳେ ସେ ପଛରୁ ଛୁରୀ ମରିଛି ବୋଲି ସେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top