ମନୋରଞ୍ଜନ

ଆଲିଆ-ରଣବୀରଙ୍କ ମଧ୍ୟରେ କିଛି ଅଛି କି ? ପ୍ରମାଣ କଲେ ଆଲିଆ..

Alia bhatta

ମୁମ୍ୱାଇ:  ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁର ଏଇ କିଛି ଦିନ ହେବ ଖୁବ ଚର୍ଚ୍ଚାରେ ଅଛନ୍ତି । ଦୁହିଁଙ୍କ ରିଲେସନ୍‌ସିପ୍‌କୁ ନେଇ ଚର୍ଚ୍ଚା ଜୋରଦାର ଦେଖିବାକୁ ମିଳୁଛି । କେବଳ ସେତିକି ନୁହେଁ ତାଙ୍କ ବିବାହକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ସବୁ ପାର୍ଟି ଏବଂ ଫଙ୍ଗସନ୍‌ରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଛି ।

ଯଦିବି ଦୁହେଁ ଏହି ଖବରକୁ ନେଇ କୌଣସି ସୂଚନା ଦେଇନାହାନ୍ତି ତଥାପି ଏକାସାଙ୍ଗେ ନଜର ଆସୁଛନ୍ତି । କିନ୍ତୁ ଆଲିଆ ନିଜ ଭଲପାଇବାର ପ୍ରମାଣ ଗଣମାଧ୍ୟମକୁ ଦେଇଛନ୍ତି । ପ୍ରକୃତରେ ଆଲିଆ ଭଟ୍ଟ ସାଙ୍ଗମାନଙ୍କ ସହ ନଜର ଆସିଥିଲେ । ଇତି ମଧ୍ୟରେ ସମସ୍ତଙ୍କ ନଜର ଆଲିଆଙ୍କ ମୋବାଇଲ ଉପରେ ଥିଲା । ଆଲିଆ ନିଜର ମୋବାଇଲ ସ୍କ୍ରନ୍‌ ସେଓ୍ୱରରେ ରଣବୀର କପୁରଙ୍କ ସହ ନିଜର ଫଟୋ ଥିବା ସ୍କ୍ରିନ୍‌ରେ ରଖିଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ପ୍ରମାଣ କରୁଛି ଯେ ଦୁହେଁ ମିଡିଆ ସାମ୍ନାରେ ମନା କରୁଥିଲେ ବି ଦୁହିଁଙ୍କ ମଧ୍ୟରେ ଏକ ଭଲ ସମ୍ପର୍କ ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top