ନ୍ୟୁଜ୍

କଟକ ଶିଖରପୁରଠାରେ ବଡ ଦୁର୍ଘଟଣାରୁ ବର୍ତ୍ତିଲା ତୈଳ ଟ୍ୟାଙ୍କର

accident

କଟକ:  ବଡ ଦୁର୍ଘଟଣାରୁ ବର୍ତ୍ତିଲା ତୈଳ ଟ୍ୟାଙ୍କର । କଟକ ଶିଖରପୁରଠାରେ ଏକ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ସୂଚନାନୁସାରେ, ରେଳଗାଡିର ଗୋଟିଏ ବଗିର ୪ଟି ଚକା ଲାଇନଚ୍ୟୁତ ହୋଇଛି । ତେବେ ଟ୍ରେନ ବଗି ଲାଇନଚ୍ୟୁତ ହେବା ପଛର କାରଣ ଜଣାପଡିନାହିଁ । ଅନ୍ୟପଟେ ଘଟଣାସ୍ଥଳରେ ରେଳ ଅଧିକାରୀ ପହଞ୍ଚି ଯାଞ୍ଚ ପ୍ରକ୍ରିୟା ଜାରି ରଖିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top