X
Breaking News
ଟେକ୍ନୋଲୋଜି

ଏବେ ରୋଡ୍ ଆକ୍ସିଡେଣ୍ଟରେ ହେବନି ମୃତ୍ୟୁ ! ବାଇକ୍ ଚାଳକଙ୍କୁ ମୁକେଶ ଅମ୍ବାନୀ ଦେଲେ ଉପହାର

courtesy:m.dailyhunt.in

ନୁଆଦିଲ୍ଲୀ: ବାଇକ୍ ଚାଳକଙ୍କ ପାଇଁ ଖୁସିଖବର । ଦେଶର ଫେମସ୍ ବିଜନେସମ୍ୟାନ୍ ମୁକେଶ ଅମ୍ବାନୀ ପ୍ରତିଦିନ ରୋଡ୍ ଆକ୍ସିଡେଣ୍ଟ ଯୋଗୁଁ ହେଉଥିବା ମୃତ୍ୟୁ ମୁଖରୁ ବଞ୍ଚିବା ପାଇଁ ବାଇକ୍ ଚାଳକଙ୍କୁ ଏକ ଉପହାର ଦେଇଛନ୍ତି ।

ରିପୋର୍ଟ ଅନୁସାରେ ଭାରତରେ ପ୍ରତିଦିନ ୪୦୦ଲୋକଙ୍କ ମୃତ୍ୟୁ ସଡକ ଦୁର୍ଘଟଣା ଯୋଗୁଁ ଘଟୁଛି । ଏହାକୁ ଆଖିରେ ରଖି ମୁକେଶ ଅମ୍ବାନୀ ଏକ ସୁରକ୍ଷିତ କିଟ୍ ଲଞ୍ଚ କରିଛନ୍ତି । ଏହି କିଟରେ ଚାଳକଙ୍କ ସୁରକ୍ଷା ପାଇଁ ଏକ ଜ୍ୟାକେଟ୍ ରହିଛି । ଯାହାକି ମୁଣ୍ଡ, କାନ୍ଧ, କହୁଣୀ, ହାତକୁ ସୁରକ୍ଷା ଦେଇ ପାରିବ । ଏଥିରେ ଏକ ଗ୍ଲୋବ୍ସ ମଧ୍ୟ ରହିଛି । ଏହାର ମୂଲ୍ୟ ୫୦ହଜାର ଟଙ୍କା କିନ୍ତୁ ମୁକେଶ ଅମ୍ବାନୀ ଏହାକୁ ୧୨ ହଜାର ଟଙ୍କାରେ ଉପଲବ୍ଧ କରାଇବେ । ମୁକେଶ ଅମ୍ବାନୀଙ୍କ କମ୍ପାନୀଗୁଡିକ ସହିତ ଜଡିତ କର୍ମଚାରୀମାନେ ଏହି କିଟକୁ ଇଏମଆଇରେ ମଧ୍ୟ କିଣିପାରିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top