ନ୍ୟୁଜ୍

୨୧ଦଫା ଦାବି ନେଇ ଆପୋଲୋ ହସ୍ପିଟାଲ କର୍ମଚାରୀ ସଂଘର ଗଣଧାରଣା

strike

ଭୁବନେଶ୍ୱର:  ୨୧ଦଫା ଦାବି ନେଇ ଆପୋଲୋ ହସ୍ପିଟାଲ କର୍ମଚାରୀ ସଂଘର ଗଣଧାରଣା । ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ମଜଦୁର ସଂଘର ନେତୃତ୍ୱରେ ଏହି ଗଣ ଧାରଣା ଦିଆଯାଇଛି । ଆପୋଲୋ ହସ୍ପିଟାଲର କର୍ମଚାରୀଙ୍କ ପ୍ରତି ମାରଣ ନୀତି, ମହିଳା କର୍ମଚାରୀଙ୍କୁ ଶୋଷଣ ଓ ନିର୍ଯ୍ୟାତନା ସହ ୨୧ ଦଫା ଦାବି ନେଇ ଆପୋଲୋ ହ ସ୍ପିଟାଲ କର୍ମଚାରୀ ସଂଘ ପକ୍ଷରୁ ଏହି ଗଣଧାରଣା ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top