X
Breaking News
ରାଜ୍ୟ

ଅର୍ଗସ ପ୍ରଭାବ: ଏମ୍‌କେସିଜିରେ ହେବ କାହ୍ନାର ଚିକିତ୍ସା

kanha 1

ଗଞ୍ଜାମ: ଅର୍ଗସର ପ୍ରଭାବ । ଗଞ୍ଜାମର କାହ୍ନା ପ୍ରଧାନ 11 kv ତାରରେ ଲାଗି ପୋଡି ହୋଇଯାଇଥିଲେ । ଆର୍ଥିକ ସ୍ଥିତି ଭଲ ନଥିବାରୁ  କାହ୍ନାର ପରିବାର ତରଫରୁ ଚିକିତ୍ସା କରାଯାଇପାରୁନଥିଲା । ବହୁ କଷ୍ଟରେ କୋମଳମତି କାହ୍ନା ଜୀବନ ବିତାଉଥିଲା ।

କିଛି ଦିନ ପୂର୍ବରୁ ଅର୍ଗସରେ ଖବର ପ୍ରସାରଣ ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ଵାରା ଗଞ୍ଜାମ ଜିଲ୍ଲା କୋଦଳା ଏନଏସିର କାହ୍ନା ଘରକୁ ଡାକ୍ତରି ଟିମ ପଠାଯାଇଥିଲା । ଡାକ୍ତର ସେଠାରେ ତାକୁ ପ୍ରଥେମ ଦେଖିବା ପରେ ବ୍ରହ୍ମପୁର ଏମ୍‌କେସିଜିକୁ ଆଣିଛନ୍ତି । ଏହା ସହ ସବୁ ଚିକିତ୍ସା ମାଗଣା ହେବା ସହ ଅତି ଶୀଘ୍ର କାହ୍ନା ଭଲ ହୋଇଯିବ ବୋଲି ଆଶା କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top