ଟିଭି

ପୁରୁଣା ଗୀତ ନୂଆ ଷ୍ଟାଇଲ୍‌ରେ, କେବଳ ଅର୍ଗସ ରେଡିଓରେ; ଜାଣେନା କାହିଁ… ନିଜଠୁ ବେଶି….

RADIO

ଅର୍ଗସ ବ୍ୟୁରୋ: ପୁଣି ଥରେ ରିଲିଜ୍‌ ହେବାକୁ ଯାଉଛି ସେହି ଲୋକପ୍ରିୟ ସଙ୍ଗୀତ ଜାଣେନା କାହିଁ… ନିଜଠୁ ବେଶି.. ନିଜର ଲାଗୁଛ ଏତେ… ।ଏହାକୁ ରିଲିଜ୍‌ କରିବ ଅର୍ଗସ ରେଡିଓ… ସବୁ ବେଳେ ବିନ୍ଦାସ । ଆସନ୍ତା ଶନିବାର ସନ୍ଧ୍ୟା 6ଟାରେ ରିଲିଜ୍‌ ହେବାକୁ ଯାଉଛି ଏହି ଓଡ଼ିଆ ଲୋକପ୍ରିୟମ ଓ ହୃଦୟ ସ୍ପର୍ଶୀ ସଙ୍ଗୀତ । ଅର୍ଗସ ରେଡିଓ ଏହି ଗୀତକୁ ନୂଆ ଢ଼ଙ୍ଗରେ ରିଲିଜ୍‌ କରିବାକୁ ଯାଉଛି । ଜାଣେନା କାହିଁ… ନିଜଠୁ ବେଶି.. ନିଜର ଲାଗୁଛ ଏତେ…। ଏହି ଓଡ଼ିଆ ସୁପରହିଟ୍‌ ସଙ୍ଗୀତକୁ ପୁଣି ନୂଆ ତରିକାରେ, ନୂଆ ଷ୍ଟାଇଲରେ, ନୂଆ ସ୍ୱାଦରେ ଆର୍ଗସ ରେଡିଓ ପରିବେଶଣ କରିବାକୁ ଯାଉଛି । ଦେଖିବାକୁ ଭୁଲନ୍ତୁ ନାହିଁ ଶନିବାର ସନ୍ଧ୍ୟା 6ଟା ଅର୍ଗସ ରେଡିଓ । ଆଉ ଏହିଭଳି ପୁରୁଣା ମନ ଛୁଆଁ ଗୀତକୁ ନୂଆ ଢ଼ଙ୍ଗରେ ଦେଖିବା ଓ ଶୁଣିବା ପାଇଁ ଅର୍ଗସ ରେଡିଓ ସହ ଯୋଡ଼ି ହୋଇ ରହିଥାନ୍ତୁ । ଆମର ପେସ୍‌ବୁକ୍‌ ଅର୍ଗସ ରେଡିଓ.. । ଏହି ଗୀତର ପ୍ରଜୋଜନା ଦାୟିତ୍ୱରେ ଅଛନ୍ତି ଭିଡିଓ ମେକର୍ସ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top