ଦେଶ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ ଯବାନ ସହିଦ

Jammu Kashmir
Courtesy: www.indiatoday.in

ଶ୍ରୀନଗର:  ପାକିସ୍ତାନୀ ସେନା ସୁରକ୍ଷାକର୍ମୀଙ୍କ ଉପରକୁ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଏଥିରେ  ଭାରତୀୟ ସେନା ବାହିନୀର ଜଣେ ଯବାନ ସହିଦ ହୋଇଛନ୍ତି । ସୂଚନାନୁସାରେ, ଶୁକ୍ରବାର ସକାଳେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ନିୟନ୍ତ୍ରଣ ରେଖା ପୁଞ୍ଚ୍‌ ଜିଲ୍ଲାର କୃଷ୍ଣା ଘାଟି ସେକ୍ଟର୍‌ ଠାରେ ଏହି ଘଟଣା ଘଟିଛି । ଏହି ସଦ୍ୟ ଅସ୍ତ୍ରବିରତି ଉଲ୍ଲଂଘନରେ ପାକିସ୍ତାନୀ ସେନା ଗୁଳି ଚଳାଇବା ସହ ସେଲିଙ୍ଗ୍‌ ନିକ୍ଷେପ କରିଛି । ଭାରତୀୟ ସେନା ମଧ୍ୟ ଏହାର ସମୁଚ୍ଚିତ ଯବାବ ଦେଇଛି । ସେନା ଯବାନ ଛଡ଼ା ଏହି ଅସ୍ତ୍ରବିରତି ଉଲ୍ଲଂଘନରେ ପାକିସ୍ତାନ ସାଧାରଣ ନାଗରିକମାନଙ୍କୁ ମଧ୍ୟ ଆକ୍ରମଣ କରୁଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top