ନ୍ୟୁଜ୍

ଷୋଡଶ ବିଧାନସଭାର ତୃତୀୟ ଅଧିବେଶନ, ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ

Assembly

ଭୁବନେଶ୍ୱର:  ଷୋଡଶ ବିଧାନସଭାର ତୃତୀୟ ଅଧିବେଶନ । ଆଜି ଦିନ 10.30ରୁ ଆରମ୍ଭ ହେବାର ଥିଲା । କିନ୍ତୁ ବିଧାନସଭାର ଦ୍ୱିତୀୟ ଦିନରେ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ଏହାକୁ ନେଇ ବାରମ୍ୱାର ଗୃହ ମୁଲତବୀ ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଗୋଟିଏ ମିନିଟ୍ ବି ଚାଲି ପାରିଲାନି ଗୃହ କାର୍ଯ୍ୟ ।

ବାଚସ୍ପତିଙ୍କ ରୁଲିଂ ପ୍ରତ୍ୟାହାର ଦାବିରେ ଅଡି ବସିଥିଲେ ବିରୋଧୀ । ଫଳରେ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top