ଦେଶ

ବରଫ ଅତଡା ଖସି ୪ ଯବାନ ସହିଦ

jawan

ଜାମ୍ମୁ କାଶ୍ମୀର: ଉତ୍ତର କାଶ୍ମୀରରେ ମଙ୍ଗଳବାର ଦିନ  ଏଲଓସିରେ  ଭିନ୍ନ ଭିନ୍ନ ସ୍ଥାନରେ  ବରଫ ଅତଡା ଖସିଛି ।  ଏହି ଦୁଇଟି ଘଟଣାରେ  ତିନି ଯବାନ ଶହିଦ ହୋଇଛନ୍ତି ।  ଏହି ଘଟଣାରେ 4 ଯବାନଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ବାନ୍ଦିପୋରା  ଜିଲ୍ଲାର ଗୁରେଜ  ସେକ୍ଟରର ବଖ୍‌ତୁର ଅଞ୍ଚଳରେ ବରଫ ବାତ୍ୟାରେ ଜଣେ ଯବାନ ଶହିଦ ହୋଇଛନ୍ତି । ଏହି ଖବର ସୈନ୍ୟ ସୁତ୍ର ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top