ନ୍ୟୁଜ୍

ସଡ଼କ ଦୁର୍ଘଟଣା ରୋକିବା ନେଇ କିନ୍ନର ଏବଂ ଯୁବତୀଙ୍କ  ଦ୍ୱାରା ନିଆରା ପ୍ରୟାସ

road awareness

ଅନୁଗୁଳୁ: କିନ୍ନର ଏବଂ ଯୁବତୀ ମାନଙ୍କ ଦ୍ୱାରା ଏକ ନିଆରା ଢଙ୍ଗରେ ଚାଲିଛି ସଡ଼କ ସଚେତନତା । ଚାଳକଙ୍କ ହାତରେ ରାକ୍ଷୀବାନ୍ଧି, ବନ୍ଦାପନା କରି, ମିଠା ଖୁଆଇ ହେଲମେଟ୍ ପିନ୍ଧିବାକୁ କହୁଛନ୍ତି ଯୁବତୀ ଏବଂ କିନ୍ନର ।

road awareness

ଏହି ପରି ଏକ ସ୍ୱାଗତଯୋଗ୍ୟ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ । ସଡ଼କ ଦୁର୍ଘଟଣାକୁ ରୋକିବା ଉଦ୍ଦେଶ୍ୟରେ କିନ୍ନର ଏବଂ ଯୁବତୀଙ୍କ  ଦ୍ୱାରା ଏପରି ସେଚତନତା ସୃଷ୍ଟି କରାଯାଇଥିଲା । ସେହି ରାସ୍ତା ଦେଇ ଯାଉଥିବା ସମସ୍ତ ଗାଡି ଚାଳକଙ୍କୁ ହେଲମେଟ୍ ପିନ୍ଧିବାକୁ ହାତ ଯୋଡି ଅନୁରୋଧ କରିବା ସହ ଯେଉଁମାନେ ହେଲମେଟ ପିନ୍ଧିଥିଲେ ତାଙ୍କୁ  ମିଠା ଖୁଆଇ ଧନ୍ୟବାଦ ଜଣାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top