ଦେଶ

ଅଯୋଧ୍ୟା ରିଭ୍ୟୁ ପିଟିସନ୍‌ ଉପରେ ବସିଛି ଖଣ୍ଡପୀଠ, କିଛି ସମୟ ପରେ ଶୁଣାଣି

RamMandirVerdict

ନୂଆଦିଲ୍ଲୀ:  ଅଯୋଧ୍ୟା ମାମଲାରେ ଦାଖିଲ ହୋଇଥିବା ପୁନର୍ବିଚାର ପିଟିସନ ଉପରେ ଶୁଣାଣି ପାଇ ସୁପ୍ରିମକୋର୍ଟର ସମ୍ବିଧାନିକ ଖଣ୍ଡପୀଠ ବସିଛି । ଆବଦ୍ଧ ଚ୍ୟାମ୍ବର ମଧ୍ୟରେ 5  ଜଜ ବିଶିଷ୍ଟ  ସାମ୍ବିଧାନିକ ଖଣ୍ଡପୀଠ 18ଟି  ଦରଖାସ୍ତ ଉପରେ ଶୁଣାଣି କରୁଛନ୍ତି ।

ଏଥିରୁ ନିଷ୍ପତ୍ତି ହେବ ଯେ ଏହି ସବୁ ପିଟିସନର ଶୁଣାଣି ଓପନ କୋର୍ଟରେ  ହେବ କି ନାହିଁ । ଏଥିସହିତ  ସବୁ ପିଟିସନର ଉତ୍କର୍ସ ଉପରେ ମଧ୍ୟ ଆଲୋଚନା କରାଯିବ । ତେବେ ଏହା ପୂର୍ବରୁ ନିର୍ମୋହୀ ଆଖଡା ଅଯୋଧ୍ୟା ମାମଲାରେ  ପୁନର୍ବିଚାର ପିଟିସନ୍‌  ଦାଖିଲ କରିବାର ନିଷ୍ପତ୍ତି ନେଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top