ଦେଶ

ଖୋଲିଲା ବଦ୍ରିନାଥ ଧାମର କବାଟ, ପୂଜାରେ ସାମିଲ ଥିଲେ 11 ଜଣ

ନୂଆଦିଲ୍ଲୀ: ଆଜି ବ୍ରାହ୍ମମୁହୂର୍ତ୍ତରେ ଖୋଲିଲା  ବଦ୍ରିନାଥ ଧାମର କବାଟ । ଭୋର ସକାଳ 4ଟା 30 ମିନିଟ୍‌ରେ ବଦ୍ରିନାଥଙ୍କ କବାଟ ଖୋଲାଯାଇଛି ।

ଏହି  ସମୟରେ ବଦ୍ରିନାଥ ଧାମର ମୁଖ୍ୟ ପୂଜାରୀ , ଧର୍ମାଧିକାରୀ, ଉପ  ଧର୍ମାଧିକାରୀ ଏବଂ ଅନ୍ୟ  ପୂଜା ସ୍ଥଳ ସହ ଜଡିତ ଥିବା   ପାଖାପାଖି 11 ଜଣଙ୍କ  ସଦସ୍ୟ  ସାମିଲ ହୋଇଥିଲେ ।  କୋରୋନା ଲକଡାଉନ୍‌ ପାଇଁ ଇତିହାସରେ ଏହା ପ୍ରଥମ ଘଟଣା ଯାହାକି କବାଟ ଖୋଲିବା ସମୟରେ  ଧାମରେ ଶ୍ରଦ୍ଧାଳୁ ଉପସ୍ଥିତ ନଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top