ନ୍ୟୁଜ୍

କୁଚିଣ୍ଡାରେ ବାଲିଯାତ୍ରାର ଶୁଭାରମ୍ଭ  

baliyatra

ସମ୍ୱଲପୁର: କୁଚିଣ୍ଡାରେ ଦୀର୍ଘଦିନରୁ ଚାଲି ଆସିଥିବା ପବିତ୍ର ବାଲିଯାତ୍ରାର ଶୁଭାରମ୍ଭ ହୋଇଯାଇଛି ।  ଖର୍ଲା ନଦୀରୁ 108 ଜଣ  ମହିଳା ଓ ପୁରୁଷ  କଳସରେ ପାଣିଉଠାଇ ଏକ ଶୋଭା ଯାତ୍ରାରେ ବହାରି ସହର ପରିକ୍ରମା କରିଥିଲେ ।

କୁଣ୍ଡାପୋଷି ସ୍ଥିତ ଭେଡେନ ନଦୀ କୁଳରେରେ ହେବାକୁଥିବା ବାଲିଯାତ୍ରାର ଶୁଭାରମ୍ଭ ତଥା କଳସ ସ୍ଥାପନା କରିଥିଲେ । ଏଥିରେ କମିଟୀ ସଭାପତି ବିଜୁ ସାହୁ, ପ୍ରଫୁଲ ନାୟକ, ଖିରୋଦ ସା, ବିଶ୍ୱନାଥ କାଣ୍ଡର, ପୋଲସତୀ ପାତ୍ର, ଗୋକୁଳ ପ୍ରୂସେଠ ଓ କାମଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top