ନ୍ୟୁଜ୍

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା 

ଭଦ୍ରକ: ଅଖିଳ ଭାରତୀୟ ବିଦ୍ୟାର୍ଥୀ(ଏବିଭିପି) ପରିଷଦ ତରଫରୁ କୋରୋନା ଯୋଦ୍ଧାମାନଙ୍କୁ  ସମ୍ବର୍ଦ୍ଧନା  କରାଯାଇଛି ।  କୋରୋନା ମାହାମାରୀ ସମୟରେ  ନିଜ ଜୀବନକୁ ବାଜି ଲଗାଇ  ଲେକମାନଙ୍କୁ ସହଯୋଗ କରୁଥିବା ସମସ୍ତ ପ୍ରଶାସନିକ ଅଧିକାରୀ, ଡାକ୍ତର, ନର୍ସ, ସାମ୍ବାଦିକମାନଙ୍କୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ତରଫରୁ ସମ୍ବର୍ଦ୍ଧନା  ଦିଆଯାଇଛି ।  ବାସୁଦେବପୁରର ସାମ୍ବାଦିକ, ଥାନାର ସମସ୍ତ ଅଧିକାରୀ ଓ ଆଇଆଇସି, ତହସିଲଦାରଙ୍କୁ ମାସ୍କ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top