ନ୍ୟୁଜ୍

ଟ୍ରେନ ଲାଇନରେ ଗଡୁଛି ସାଇକେଲ

କୋରାପୁଟ:  ରେଳ ଟ୍ରାକରେ ଗଡୁଛି ସାଇକେଲ। ଏହି ସାଇକେଲ କିଛି ଲୁହାରଡ ଏବଂ ଚକା ରେ ଉଭାବନା କରାଯାଇଛି ।  ନୂତନ ସାଇକେଲ ଯାହା ରେଳବାଇ ଟ୍ରାକ ରେ ଅତି ସହଜରେ ଗଡୁଛି। ଏହାକୁ କରାଇ ଦେଖାାଇଛନ୍ତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳ ର ଜଣେ ୯ମ ଶ୍ରେଣୀ ର ଛାତ୍ର ଅମ୍ରେଶ । ସ୍ଥାନୀୟ ଅଞ୍ଚଳ ରେ ସେ ଏବେ ଯୁବ ଇଞ୍ଜିନିୟର ଭାବରେ ଜଣାଶୁଣା। ନିର୍ମିତ ସାଇକେଲ ଗ୍ୟାଙ୍ଗମେନ ଏବଂ ରେଳ ବାଇ ଚେଙ୍ଗିଜ୍ ରହୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ ହେବ ବୋଲି ସେ ଆସା ରଖିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top