ଦେଶ

ଉତ୍ତରାଖଣ୍ଡ: କେଦାରନାଥ ହାଇଓ୍ୱେ ଉପରେ ପଥର ଖସି ୮ମୃତ

acciden

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ବିଳମ୍ବିତ ରାତିରେ କେଦାରନାଥ ହାଇଓ୍ୱେ ଉପରେ ପଥର ପଡ଼ି 8ଜଣଙ୍କ ମୃତ୍ୟୁ ହୋଇଛି । ଏହି ପଥର ଖସିବାରୁ ଦୁଇ ମୋଟର ସାଇକେଲ ଏବଂ ଏକ କାର  ଦୁର୍ଘଟଣା ଗ୍ରସ୍ତ ହୋଇ ଖାଇରେ ଖସି ପଡିଥିଲା । ଘଟଣାସ୍ତଳରେ  ପୋଲିସ୍‌ ପ୍ରଶାସନ ଏବଂ ଏସଡିଆରଏଫର ଟିମ୍‌ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରି ମେଡିକାଲ ନବା ସମୟରେ  ତାଙ୍କର ମୃତ  ଘଟିଥଲା । ଏହି ଘଟଣାରେ ବହୁ ଲୋକ ନିଖୋଜ ଅଛନ୍ତି ।

ସକାଳୁ ପୁଣି ପୋଲିସ୍‌ ପ୍ରଶାସନ ଏବଂ ଏସଡିଆରଏଫର ଟିମ୍‌  ଘଟଣାସ୍ଥଳରେ ପହଞ୍ଚି  ଉଦ୍ଧାର କାର୍ଯ୍ୟ ଜାରୀ ର୍‌ଖିଥିବା ବେଳେ ପୁଣି 5 ଟି ଶବ ଉଦ୍ଧାର କରିଛି ।  ତେବେ ଏହି ଦୂର୍ଘଟଣାରେ ଆହୁରି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ପୋଲିସ୍‌ ସୂଚନା ଦେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top